ସତ ଉପୁଜିବା
ଦେଖଣା
ସତ ଉପୁଜିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ ଉପୁଜିବା
|
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପୃଥିବୀରେ ସତ୍ୟଯୁଗ ଆବିର୍ଭୂତ ହେବା — The appearance or dawning of the millenium or the Golden Age in the world.
[ଦ୍ରଷ୍ଟବ୍ୟ —ତରକି ଥିବୁ ତେଏରକୁ, ଚଉଦ ପନ୍ଦର କେହି ନ ରହିବେ, ସତ ଉପୁଜିବ ସତରକୁ ମାଳିକା ପ୍ରବଚନ]