ସତ ଘଣ୍ଟା ବାଜିଲା
ଦେଖଣା
ସତ ଘଣ୍ଟା ବାଜିଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ ଘଣ୍ଟା ବାଜିଲା
|
ଦେଶଜ - ବାକ୍ୟ
[ସମ୍ପାଦନା]ଲୋକେ ବସି କଥାବାର୍ତ୍ତା ହେଉ— ଥିବା ବେଳେ କୌଣସି ପ୍ରସଙ୍ଗ ବା କଥା କୌଣସି ଲୋକ ମୁହଁରୁ ବାହାରି ପଡ଼ିବା ବେଳେ ଯେବେ ନିକଟରେ ଘଣ୍ଟା ବା ଘଣ୍ଟାର ଧ୍ୱନି ଶୁଣାଯାଏ ତେବେ ଲୋକେ ଏହା କହି ଥାଆନ୍ତି; ଅର୍ଥାତ୍, ଏ କଥାର ସତ୍ୟତା ସମ୍ୱନ୍ଧେ 'ଘଣ୍ଟା ବାଜିବା' ସାକ୍ଷ୍ୟ ଦେଉଅଛି —An expression meaning 'The truth of my saying is testified to by the sounding of the bell at this moment'.