Jump to content

ସତ ଫଳାଇବା

ଉଇକିଅଭିଧାନ‌ରୁ

ସତ ଫଳାଇବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ମିଛ କଥାକୁ ସତ୍ୟ ବୋଲି ବିଶ୍ୱାସ କରାଇ କଥା କହିବା — ୧. To depict a false or untune matter as if it were true.
୨. ଆପଣାର କଥାକୁ ସତ୍ୟ ପ୍ରମାଣିତ କରାଇବା — ୨. To prove one's words to be true; to substantiate one's sayings.