ସତ ମିଛ
ଦେଖଣା
ସତ ମିଛ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ ମିଛ
|
ଦେଶଜ - ବିଶେଷଣ - (ସହଚର ଶବ୍ଦ; ସଂସ୍କୃତ - ମିଥ୍ୟା)
[ସମ୍ପାଦନା]- ୧. ସତ୍ୟ ଓ ମିଥ୍ୟା —୧. True and false.
- ୨. ପ୍ରକୃତ ଓ ଅପ୍ରକୃତ —୨. Real and unreal.
ବିଶେଷ୍ୟ -
[ସମ୍ପାଦନା]- ୧. ସତ କଥା ଓ ମିଥ୍ୟା କଥା —୧. Truth and falsehood.
- ୨. ପ୍ରକୃତ ବିଷୟ ଓ ଅପ୍ରକୃତ ବିଷୟ —୨. Real matter and unreal matter.