ସତ ମିଛ ଲଗାଇ କହିବା
ଦେଖଣା
ସତ ମିଛ ଲଗାଇ କହିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ ମିଛ ଲଗାଇ କହିବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]ଚୁଗୁଲି କରିବା; କୌଣସି ବ୍ୟକ୍ତି ନାମରେ କେତେକ ସତ୍ୟ ଓ କେତେକ ମିଥ୍ୟା କଥା ମିଶାଇ ଅନ୍ୟ ଆଗେ କହିବା — To back bite a person.
ସତ ମିଛ ଲଗାଇ କହିବା
|
ଚୁଗୁଲି କରିବା; କୌଣସି ବ୍ୟକ୍ତି ନାମରେ କେତେକ ସତ୍ୟ ଓ କେତେକ ମିଥ୍ୟା କଥା ମିଶାଇ ଅନ୍ୟ ଆଗେ କହିବା — To back bite a person.