ସତ ହେବା
ଦେଖଣା
ସତ ହେବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସତ ହେବା
|
(ସତ ଫଳିବା—ଅନ୍ୟରୂପ)
(ଯଥା—ତୁମ୍ଭ ଆର୍ଶୀର୍ବଚନ ସତ ହେଉ)
ଦେଶଜ - କ୍ରିୟାପଦ -
[ସମ୍ପାଦନା]କୌଣସି ବ୍ୟକ୍ତିର ବର୍ଣ୍ଣିତ ବିଷୟ ବା ବାକ୍ୟ କାର୍ଯ୍ୟତଃ ସତ୍ୟ ବୋଲି ଦେଖାଯିବା; (କହିବା କଥା) ସତରେ ସତରେ ଘଟିବା — To come to pass; to actually happen.