ସଦ
ଦେଖଣା
ସଦ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ସଦ୍ ଧାତୁ=ଯିବା+ଭାବ. ଅ)
[ସମ୍ପାଦନା]- ୧. ଲାଭ — ୧. Profit; acquisition.
- ୨. (+କର୍ମ. ଅ)— କ୍ଷେତ୍ରଫଳ —୨. Area.
=== ଦେଶଜ - ବିଣ—(ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ସଂସ୍କୃତ ସତ୍ ଶବ୍ଦରୁ ଅନ୍ୟ ଶବ୍ଦ ସଙ୍ଗେ
ସନ୍ଧିଦ୍ୱାରା ଉତ୍ପନ୍ନ ସଦ୍ର ଅଶୁଦ୍ଧ ଉଚ୍ଚାରଣ (ଯଥା— ସଦଜ୍ଞାନ) ===
ଉତ୍ତମ; ସାଧୁ —Good; noble.
(ଉ— ସଦ ଅସଦ ପରେ ସ୍ଥିତି ଜଗନ୍ନାଥ. ଭାଗବତ) ବି— ସଧ ୩ (ଦେଖ) - —Sadha ୩. (See)