Jump to content

ସଦଂଶ

ଉଇକିଅଭିଧାନ‌ରୁ

ସଦଂଶ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ସ=ସହିତ+ଦଂଶ=ଦାନ୍ତ)

[ସମ୍ପାଦନା]

ଦନ୍ତଯୁକ୍ତ —Having teeth; toothed.

ବିଶେଷ୍ୟ -

[ସମ୍ପାଦନା]
୧. ସଣ୍ଡୁଆସି —୧. A pair of tongs.
୨. (କର୍ମଧା; ସତ୍+ଅଂଶ) ଉତ୍ତମଭାଗ —୧. A good portion.