Jump to content

ସଦଂଶକ

ଉଇକିଅଭିଧାନ‌ରୁ

ସଦଂଶକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ସ=ସହିତ+ଦଂଶ=ଦାନ୍ତ+କ)

[ସମ୍ପାଦନା]

ଦନ୍ତଯୁକ୍ତ — Having tooth; toothed.

ବିଶେଷ୍ୟ -

[ସମ୍ପାଦନା]
୧. କଙ୍କଡ଼ା —୧. Carb.
୨. ସଣ୍ଡୁଆସି — ୨. Tong.