Jump to content

ସଦଃ

ଉଇକିଅଭିଧାନ‌ରୁ

ସଦଃ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସ୍ତ୍ରୀ ଓ କ୍ଳୀ)—(ସଦସ୍ ଶବ୍ଦ; ସଦ୍ ଧାତୁ=ଗମନ କରିବା+ଅଧିକରଣ, ଅସ୍; ଯେଉଁଠାକୁ ଅନେକ ଲୋକ ଯାଆନ୍ତି)

[ସମ୍ପାଦନା]

ସମିତି; ସଭା; ପରିଷଦ —Meeting; association; committee; assembly.