Jump to content

ସଦନ

ଉଇକିଅଭିଧାନ‌ରୁ

ସଦନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ସଦ୍ ଧାତୁ=ଯିବା+ଅଧିକରଣ ଯିବା କର୍ମ ଅନ; ଯେଉଁ ସ୍ଥାନକୁ ଲୋକ ବାସ କରିବାକୁ ଯାଆନ୍ତି)

[ସମ୍ପାଦନା]
୧. ଘର; ଗୃହ; ଆଳୟ; ବାସସ୍ଥାନ —୧. House; residence; abode.
୨. (+କର୍ତ୍ତୃ. ଅନ)— ଜଳ — ୨. Water.
୩. (+ଭାବ. ଅନ) ମନୋଦୁଃଖ; ବିଷାଦ — ୩. Sorrow; grief; dejection.