Jump to content

ସଦନୁଷ୍ଠାନ

ଉଇକିଅଭିଧାନ‌ରୁ

ସଦନୁଷ୍ଠାନ

ଉଚ୍ଚାରଣ

[ସମ୍ପାଦନା]

(ସଦନୁଷ୍ଠାତା—କର୍ତ୍ତୃ. ବିଣ)

[ସଦନୁଷ୍ଠିତ—କର୍ମ. ବିଣ]

ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ଅନୁଷ୍ଠାନ)

[ସମ୍ପାଦନା]
୧. ସତ୍କାର୍ଯ୍ୟ — ୧. Good work.
୨. ଲୋକହିତକର କାର୍ଯ୍ୟ ବା ଅନୁଷ୍ଠାନ —୨. A work or establishment of public utility; a public institution.