Jump to content

ସଦନ୍ତଃକରଣ

ଉଇକିଅଭିଧାନ‌ରୁ

ସଦନ୍ତଃକରଣ

ଉଚ୍ଚାରଣ

[ସମ୍ପାଦନା]
(ସଦନ୍ତଃକରଣା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା)

[ସମ୍ପାଦନା]

ସାଧୁ ଚିତ୍ତ —Pious or good heart.

ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି)

[ସମ୍ପାଦନା]

ସାଧୁ ହୃଦୟଯୁକ୍ତ —having a good heart.