ସଦର ଅମିନ ଆଲ୍ଲା
ଦେଖଣା
ସଦର ଅମିନ ଆଲ୍ଲା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଦର ଅମିନ ଆଲ୍ଲା
|
ବୈଦେଶିକ - ବି—(ଫା,)
[ସମ୍ପାଦନା]ମୋଗଲ ବାଦସାହାଙ୍କ ଅମଳରେ ଜିଲ୍ଲାର ସଦର ମହକୁମାରେ ନିଯୁକ୍ତି ଭୂମିସଂକ୍ରାନ୍ତ ବିଚାର ବିଭାଗର ପ୍ରଧାନ ହାକିମ — The chief Revenue Judge of District under the Moghals.