ସଦର ଗୋମାସ୍ତା
ଦେଖଣା
ସଦର ଗୋମାସ୍ତା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର ଗୋମାସ୍ତା
|
ବୈଦେଶିକ - ବି—(ଆ ସଦର ଓ ଫା ଗୋମାସ୍ତା)
[ସମ୍ପାଦନା]- ୧. ଜମିଦାରଙ୍କ ବାସସ୍ଥାନରେ ବା ରାଜଧାନୀରେ ନିଯୁକ୍ତ ଗୁମାସ୍ତା ବା ମୋହରିର — ୧. The clerk at the sudder or headquarters.
- ୨. ପ୍ରଧାନ ଗୁମାସ୍ତା —୨. Headmohorir.
[ଦ୍ରଷ୍ଟବ୍ୟ —ଏହିପରି ସଦର ତହସିଲଦାର, ସଦର ମୋହରିର, ସଦର ପିଅନ, ଆଦି ଶବ୍ଦ ବ୍ୟବହୃତ ହୁଏ]