ସଦର ଥାନା
ଜିଲ୍ଲାର ରାଜଧାନୀର ବା ସଦରର ସଂଲଗ୍ନ ଅଞ୍ଚଳର ଶାନ୍ତିରକ୍ଷା, ଅପରାଧପ୍ରତିରୋଧ ଆଦିପାଇଁ ନିଯୁକ୍ତ ପୁଲିସ କର୍ମଚାରୀମାନେ ଯେଉଁ ସ୍ଥାନରେ ରହନ୍ତି — The Police station having jurisidiction over the tract of country adjoining the district headquarters.