ସଦର ଦରଜା
ଦେଖଣା
ସଦର ଦରଜା
ଉଚ୍ଚାରଣ
[ସମ୍ପାଦନା](ସଦର ଦୁଆର—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର ଦରଜା
|
ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର ଓ ଦରବାଜା)
[ସମ୍ପାଦନା]ଘରର ଦାଣ୍ଡ ପାଖରେ ଥିବାର ଦ୍ୱାର; ଯେଉଁ ଦ୍ୱାର ବାଟେ ସଦରରୁ ବା ଦାଣ୍ଡରୁ ଲୋକ ଘର ଭିତରକୁ ଯାଅନ୍ତି — The main door or entrance of a house.