Jump to content

ସଦର ଦରୋଜା

ଉଇକିଅଭିଧାନ‌ରୁ

ସଦର ଦରୋଜା

ଉଚ୍ଚାରଣ

[ସମ୍ପାଦନା]

(ସଦର ଦୁଆର—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର ଓ ଦରବାଜା)

[ସମ୍ପାଦନା]

ଘରର ଦାଣ୍ଡ ପାଖରେ ଥିବାର ଦ୍ୱାର; ଯେଉଁ ଦ୍ୱାର ବାଟେ ସଦରରୁ ବା ଦାଣ୍ଡରୁ ଲୋକ ଘର ଭିତରକୁ ଯାଅନ୍ତି — The main door or entrance of a house.