Jump to content

ସଦର ଦିବାନି ଅଦାଲତ

ଉଇକିଅଭିଧାନ‌ରୁ

ସଦର ଦିବାନି ଅଦାଲତ

ଉଚ୍ଚାରଣ

[ସମ୍ପାଦନା]

ସଦର ଦେଉଆନି ଅଦାଲତ, ସଦର ଦେବାନି ଅଦାଲତଅନ୍ୟରୂପ—

  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର+ଫାରାସୀ - ଦେବାନୀ+ଅଦାଲତ)

[ସମ୍ପାଦନା]

ଇଂରେଜମାନେ ପ୍ରଥମେ ବଙ୍ଗ ବିହାର ଓଡ଼ିଶାର ରାଜସ୍ୱର ଇଜାରା (ଦେବାନୀ) ମୋଗଲ ବାଦସାହାଙ୍କଠାରୁ ନେବା ସମୟରେ କଲିକତାରେ ସ୍ଥାପିତ ହୋଇଥିବା ଦେବାନୀ ମକଦମାମାନଙ୍କ ବିଚାରାର୍ଥେ ସର୍ବୋଚ୍ଚ ଅଦାଲତ (ପରେ ଯାହା କଲିକତା ହାଇକୋର୍ଟରେ ପରିଣତ ହେଲା) —The name of the former highest civil court in Bengal, Bihar and Orissa, which has now been replaced by the Calcutta High Court.