ସଦର ଫେରସ୍ତ
ଦେଖଣା
ସଦର ଫେରସ୍ତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର ଫେରସ୍ତ
|
ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର ଓ ଫାରାସୀ - ଫଏରସ୍ତ)
[ସମ୍ପାଦନା]କୌଣସି ଖାତାର ଆଦ୍ୟରେଥିବା ସୂଚିପତ୍ର; ଯାହା ଖାତା ମଧ୍ୟରେ ଲେଖାଥିବା ବିଷୟର ସୂଚୀ— ପତ୍ର; ଯାହା ଖାତାର ଆଦ୍ୟରେ ସଂଯୁକ୍ତ ହୋଇଥାଏ — The index attached at the beginning to a book; the table of contents of a book attached to it.