ସଦର ବୋର୍ଡ
(ସଦର ବୋରର୍ଡ୍[ଟ୍]—ଗ୍ରାମ୍ୟ ରୂପ)
ପ୍ରଦେଶର ରାଜଧାନୀରେ ପ୍ରତିଷ୍ଠିତ ରାଜସ୍ୱ ସମ୍ପର୍କୀୟ ବିଷୟମାନଙ୍କର ସର୍ବପ୍ରଧାନ ବିଚାରକ ସମିତି — The Board of Revenue in the capital of a Province.