ସଦର ମପସଲ
ଦେଖଣା
ସଦର ମପସଲ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର ମପସଲ
|
ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର+ଆରବୀ - ମୁଫସ୍ସଲ; ବିପରୀତାର୍ଥକ ସହଚର
[ସମ୍ପାଦନା]- ୧. ଜିଲ୍ଲାର ରାଜଧାନୀ ଓ ମଫସଲ; ସହର ଓ ଦେଶ —୧. The town and the country; the headquarters and the interior of a District.
- ୨. ଲୁଗାର ବା ପୋଷାକର ବାହାର ପାଖ ଓ ଭିତର ପାଖ —୨. The outside and inside of a garment or cloth.