Jump to content

ସଦର ମହକୁମା

ଉଇକିଅଭିଧାନ‌ରୁ

ସଦର ମହକୁମା

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର ଓ ଫାରାସୀ - ମହକମା)

[ସମ୍ପାଦନା]
୧. ଜିଲ୍ଲାର ରାଜଧାନୀସ୍ଥ ରାଜକୀୟ ବିଚାରାଳୟ ଓ କାର୍ଯ୍ୟାଳୟ ଆଦି ସରକାରୀ ଅନୁଷ୍ଠାନମାନ —୧. The offices and courts in the headquarters of a District.
୨. ଜିଲ୍ଲାର ରାଜଧାନୀ —୨. The headquarters of a District.
୩. ସଦର ସବ୍ଡିଭିଜନ୍; ଯେଉଁ ସବ୍ଡିଭିଜନରେ ଜିଲ୍ଲାର ରାଜଧାନୀ ଅବସ୍ଥିତ —୩. The Sudder Subdivision of a District; the Headquarters Subdivision of a District.