ସଦର ଲୋକାଲ୍ ବୋଡ୍
ସଦର ଲୋକାଲ୍ ବୋଡ୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]
|
ବୈଦେଶିକ - ବି—(ଆରବୀ - ସଦର ଓ ଇଂ ଲୋକାଲବୋର୍ଡ)
[ସମ୍ପାଦନା]ଜିଲ୍ଲାର ସଦର ସବ୍ଡିଭିଜନ୍ଇଲାକାର ସ୍ୱାୟତ୍ତଶାସନ ବିଭାଗର ପରିଚାଳନଭାରପ୍ରାପ୍ତ ସ୍ଥାନୀୟ ସମିତି —The Local Board at the headquarters of a District.
[ଦ୍ରଷ୍ଟବ୍ୟ —ସ୍ଥାନୀୟ ସ୍ୱାୟତ୍ତ ଶାସନ (Local self-Government) ଆଇନ୍ ଅନୁସାରେ ସହରମାନଙ୍କର ସ୍ୱାସ୍ଥ୍ୟ, ପ୍ରାଥମିକ ଶିକ୍ଷା, ରାସ୍ତା ଆଦିର କାର୍ଯ୍ୟ ବୁଝିବା ନିମନ୍ତେ ସରକାର 'ମିଉନିସିପାଲିଟି' (Municipality) ସୃଷ୍ଟି କରିଅଛନ୍ତି ଓ ମଫସଲର ଉକ୍ତ କାର୍ଯ୍ୟମାନ ବୁଝିବା ପାଇଁ ଜିଲାବୋର୍ଡ (District Board) ସୃଷ୍ଟି କରିଅଛନ୍ତି ଗୋଟିଏ ଜିଲ୍ଲାର ମଫସଲର ସ୍ୱାୟତ୍ତଶାସନ ବିଭାଗର ପରିଚାଳନା ଡିଷ୍ଟ୍ରିକ୍ଟ୍ ବୋର୍ଡ ଉପରେ ନ୍ୟସ୍ତ ଥାଏ ଗୋଟିଏ ଜିଲ୍ଲା ଏକାଧିକ ସବ୍ଡିଭି— ଜନରେ ବିଭକ୍ତ ଜିଲ୍ଲାବୋର୍ଡର ଅଧୀନତାରେ ପ୍ରତ୍ୟେକ ସବ୍ଡିଭିଜନ୍ର ସ୍ୱାୟତ୍ତ ଶାସନ ସମ୍ପର୍କୀୟ ବିଷୟମାନଙ୍କ ପରିଚାଳନା ଭାର ଲୋକାଲ୍ ବୋର୍ଡ (Local Board) ଉପରେ ନ୍ୟସ୍ତ ହୋଇଥାଏ ଜିଲ୍ଲାର ସଦର ସବ୍ଡିଭିଜନର ଭାରପ୍ରାପ୍ତ ଲୋକାଲ୍ ବୋର୍ଡ଼କୁ ସଦର ଲୋକାଲ୍ ବୋର୍ଡ ବୋଲାଯାଏ]