ସଦର ସବ୍ରେଜିଷ୍ଟ୍ରାର୍
ଦେଖଣା
ସଦର ସବ୍ରେଜିଷ୍ଟ୍ରାର୍
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ସଦର ସବ୍ରେଜିଷ୍ଟ୍ରାର୍
|
ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର ଓ ଇଂରାଜୀ - ସବ୍ରେଜିଷ୍ଟ୍ରାର୍)
[ସମ୍ପାଦନା]ଜିଲ୍ଲାର ରାଜଧାନୀରେ ଯେଉଁ କର୍ମଚାରୀ ଦଲିଲମାନ ରେଜିଷ୍ଟରି କରନ୍ତି —The Subregistrar of deeds stationed at the headquarters of a District; the District Sabregister.
[ଦ—ଜିଲ୍ଲାର ରାଜଧାନୀରେ ଯେଉଁ ଉଚ୍ଚ ପାହ୍ୟାର କର୍ମଚାରୀ ଜିଲ୍ଲାର ସମସ୍ତ ସବ୍—
ରେଜିଷ୍ଟରୀ ଅଫିସର କାର୍ଯ୍ୟ ତନଖିବା ପାଇଁ ଓ ସବୁ ସବ୍ରେଜିଷ୍ଟର୍ମାନଙ୍କ ଆଦେଶ ବିରୁଦ୍ଧରେ ଅପିଲ୍ ବୁଝିବା ନିମନ୍ତେ ନିଯୁକ୍ତି ହୁଅନ୍ତି ତାକୁ ଡିଷ୍ଟ୍ରିକ୍ଟ ରେଜିଷ୍ଟ୍ରରି (District Registrar) ବୋଲାଯାଏ]