Jump to content

ସଦର ସବ୍ରେଜେଷ୍ଟରି କଚିରି

ଉଇକିଅଭିଧାନ‌ରୁ

ସଦର ସବ୍ରେଜେଷ୍ଟରି କଚିରି

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ସଦର ସବରେଜିଷ୍ଟ୍ରେସନ ଅଫିସ୍, ସଦର ରେଜି(ଜେ)ଷ୍ଟରି ଖାନା ଅନ୍ୟରୂପ

ବୈଦେଶିକ - ବିଶେଷ୍ୟ - (ଆରବୀ - ସଦର; ଇଂରାଜୀ - ରେଜିଷ୍ଟ୍ରି+ଇଂରାଜୀ - ଅଫିସ୍; ଫାରାସୀ - କଚହରୀ)

[ସମ୍ପାଦନା]

ଜିଲ୍ଲାର ରାଜଧାନୀ ସ୍ଥାପିତ ଯେଉଁ କଚିରିରେ ଦଲିଲ— ମାନ ରେଜିଷ୍ଟରି କରାଯାଏ —Sadar Subregistration Office.