ସଦର ସରବରାକାର
ଦେଖଣା
ସଦର ସରବରାକାର
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଦର ସରବରାକାର
|
(ସଦର ସର୍ବରାକାର—ଅନ୍ୟରୂପ)
ଦେଶଜ - ବିଶେଷ୍ୟ - (ପ୍ରାଚୀନ)
[ସମ୍ପାଦନା]ଭିନ୍ନ ଭିନ୍ନ ଗ୍ରାମରୁ ରାଜସ୍ୱ ଆଦାୟ କରୁଥିବା ମଫସଲର ସରବରାକାରମାନଙ୍କଠାରୁ ରାଜସ୍ୱ ଆଦାୟ କରି ଜିଲ୍ଲାଦାରମାନଙ୍କ ନିକଟରେ ଦାଖଲ କରୁଥିବା ରାଜସ୍ୱ କର୍ମଚାରୀ —The Revenue Officer who used to collect the sume realised by Moffassal Sarbarakars and remit it to the Sadar Treasury.