Jump to content

ସଦଳ

ଉଇକିଅଭିଧାନ‌ରୁ

ସଦଳ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ସହାର୍ଥ ବହୁବ୍ରୀହି ସ=ସହିତ+ଦଳ)

[ସମ୍ପାଦନା]
୧. ପତ୍ରଯୁକ୍ତ — ୧. With leaves attached to it.
୨. ପାଖୁଡ଼ାଯୁକ୍ତ —୨. With petals attached.
୩. ଆପଣାର ଗୋଷ୍ଠୀ ସହିତ —୩. Accompanied with one's party or retinue.