Jump to content

ସଦସତ

ଉଇକିଅଭିଧାନ‌ରୁ

ସଦସତ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିପରୀତ ସଦଚର; ସତ୍+ଅସତ୍)

[ସମ୍ପାଦନା]
୧. ସତ୍ ଓ ଅସତ୍; ଭଲ ଓ ମନ୍ଦ —୧. Good and bad
୨. (ବେଦାନ୍ତ) ସ୍ଥୂଳ ଓ ସୂକ୍ଷ (ବସ୍ତୁ) —୨. (Vedānta) Material and etherial.

[ଉ—ଯେଣୁ ଏ ସଦସତ୍ ରୂପେ ପ୍ରାଣୀଙ୍କ ହୃଦୟ କଳ୍ପିତ—ଜଗନ୍ନାଥ ଭାଗବତ]

ବିଶେଷ୍ୟ -

[ସମ୍ପାଦନା]

ଭଲ କଥା ଓ ମନ୍ଦକଥା —Good and bad things; thingsgood and bad.