ସଦସଦ୍ ବିଚାର
(ସଦସଦ୍ ବିଚାରକ—ବିଣ)
ଉତ୍ତମ ଓ ମନ୍ଦ ବିଷୟର ବିଚାର; କିଏ ଉତ୍ତମ କିଏ ମନ୍ଦ ଏଥିର ବିଚାର —Discriminartion between good and evil.