ସଦସଦ୍ ବିବେଚନା
(ସଦସଦ୍ ବିବେଚକ—ବିଶେଷଣ - ପୁଂ)
ସଦସତ୍ ବିବେକ; ଉତ୍ତମ ଓ ମନ୍ଦ ମଧ୍ୟରେ ପ୍ରଭେଦ ସମ୍ୱନ୍ଧେ ବିଚାର ବା ସିଦ୍ଧାନ୍ତ — Ascertaining what is good and what is evil; discriminating the good from the evil.