Jump to content

ସଦାଚରଣ

ଉଇକିଅଭିଧାନ‌ରୁ

ସଦାଚରଣ

ଉଚ୍ଚାରଣ

[ସମ୍ପାଦନା]

(ଅସଦାଚାରଣ—ବିପରୀତ)

ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ଆଚରଣ)

[ସମ୍ପାଦନା]
୧. ସାଧୁ ବ୍ୟବହାର; ଉତ୍ତମ ଚାଲିଚଳନ —୧. Good conduct.
୨. ଶାନ୍ତି ଓ ଶିଷ୍ଟ ବ୍ୟବହାର —୨. Gentle conduct; good behaviour.