ସଦାଚରଣ ଜାମିନି
ଦେଖଣା
ସଦାଚରଣ ଜାମିନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଦାଚରଣ ଜାମିନି
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦାଚାରଣ+ଫାରାସୀ - ଜାମିନ୍) (କଚିରିଆ)
[ସମ୍ପାଦନା]ଭବିଷ୍ୟତରେ କାହା ପ୍ରତି ଅତ୍ୟାଚାର ନ କରି ଶାନ୍ତ ଓ ଶିଷ୍ଟ ଭାବରେ ଚଳିବା ପାଇଁ ଦୁଷ୍ଟ ଓ ଅପରାଧୀ ବ୍ୟକ୍ତିଠାରୁ
ମାଜିଷ୍ଟ୍ରେଟ୍ ଯେଉଁ ଜାମିନ ଗ୍ରହଣ କରନ୍ତି —Bail or security taken by a magistrate from a wicked person to be good behaviour.