Jump to content

ସଦାଚରଣ ଜାମିନ୍

ଉଇକିଅଭିଧାନ‌ରୁ

ସଦାଚରଣ ଜାମିନ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦାଚାରଣ+ଫାରାସୀ - ଜାମିନ୍) (କଚିରିଆ)

[ସମ୍ପାଦନା]

ଭବିଷ୍ୟତରେ କାହା ପ୍ରତି ଅତ୍ୟାଚାର ନ କରି ଶାନ୍ତ ଓ ଶିଷ୍ଟ ଭାବରେ ଚଳିବା ପାଇଁ ଦୁଷ୍ଟ ଓ ଅପରାଧୀ ବ୍ୟକ୍ତିଠାରୁ ମାଜିଷ୍ଟ୍ରେଟ୍ ଯେଉଁ ଜାମିନ ଗ୍ରହଣ କରନ୍ତି —Bail or security taken by a magistrate from a wicked person to be good behaviour.