ସଦାଚରଣ ମୋଚାଲିକା
ଦେଖଣା
ସଦାଚରଣ ମୋଚାଲିକା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଦାଚରଣ ମୋଚାଲିକା
|
ଦେଶଜ - ବିଶେଷ୍ୟ - (କଚିରିଆ;ସଂସ୍କୃତ - ସଦଚରଣ+ଫାରାସୀ - ମୁଚଲ୍କା)
[ସମ୍ପାଦନା]ଦୁଷ୍ଟ ବ୍ୟକ୍ତି ବା ଅପରାଧୀ ଭବିଷ୍ୟତରେ ଦୁଷ୍ଟମି କରିବ ନାହିଁ ବୋଲି ମାଜିଷ୍ଟ୍ରେଟଙ୍କୁ ନିଜେ ଯେଉଁ ଏକରାରନାମା ଲେଖି ଦିଏ —An agreement or recognisance bond executed by a wicked person before a magistrate to be of good behaviour in future.