ସଦାଚାର ନିରତ
ସଦାଚାର ରତ; ସଦାଚାର ନିଷ୍ଠ, ସଦାଚାର ପରାୟଣ, ସଦାଚାର ଶୀଳଅନ୍ୟରୂପ
ସଦାଚାର ରତା, ସଦାଚାର ନିରତା, ସଦାଚାର—ନିଷ୍ଠା, ସଦାଚାର ପରୟଣା, ସଦାଚାର ଶୀଳାସ୍ତ୍ରୀ
ଯେ ସର୍ବଦା ସଦା— ଚାରରେ ରତ ହୋଇଥାଏ —Pursuing a virtuous course of action.