Jump to content

ସଦାଚାର ନିଷ୍ଠା

ଉଇକିଅଭିଧାନ‌ରୁ

ସଦାଚାର ନିଷ୍ଠା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ସଦାଚାରନିଷ୍ଠ+ଆ)

[ସମ୍ପାଦନା]

ସଦାଚାର— ନିଷ୍ଠର ସ୍ତ୍ରୀଲିଙ୍ଗ —The feminine form of Sadāchāra nishṭha.

ସଂସ୍କୃତ - ବିଶେଷ୍ୟ - (ସଦାଚାର +ନିଷ୍ଠା; ୭ମୀ ତତ୍)

[ସମ୍ପାଦନା]

ସଦାଚାର ପ୍ରତି ଅତ୍ୟାସକ୍ତି — Reverence or respect for approved course of conduct.