ସଦାଚାର ଭ୍ରଷ୍ଟ
(ସଦାଚାର ଭ୍ରଷ୍ଟା—ସ୍ତ୍ରୀ)
ସଦାଚାରରୁ ସ୍ଖଳିତ; ଯେଉଁ ବ୍ୟକ୍ତି ସଦାଚାରଣ ତ୍ୟାଗ କରିଅଛି —One who has deviated from virtuous line of conduct.