Jump to content

ସଦାତ୍ମା

ଉଇକିଅଭିଧାନ‌ରୁ

ସଦାତ୍ମା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ସତ୍ ଅଟେ ଆତ୍ମନ୍=ଆତ୍ମା ଯାହାର; ୧ମା. ୧ବ)

[ସମ୍ପାଦନା]

ସାଧୁ; ସଦନ୍ତଃକରଣ — Having a good or noble heart.