Jump to content

ସଦାନନ୍ଦ

ଉଇକିଅଭିଧାନ‌ରୁ

ସଦାନନ୍ଦ

ଉଚ୍ଚାରଣ

[ସମ୍ପାଦନା]
(ସଦାନନ୍ଦା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଦା=ସର୍ବଦା+ଆନନ୍ଦ ଯାହାର; ବହୁବ୍ରୀହି)

[ସମ୍ପାଦନା]

ନିତ୍ୟ ହର୍ଷଯୁକ୍ତ —Always merry; perpetually joyful.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ବିଷ୍ଣୁ —୧. Lord Bishṇu.
୨. ଶିବ; ମହାଦେବ —୨. Lord Ṡiba.
୩. ବ୍ରହ୍ମା; ପରମାତ୍ମା — ୩. The n Divene Soul pervading the Universe.

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - ପୁଲିଙ୍ଗ -

[ସମ୍ପାଦନା]

ଲୋକଙ୍କ ନାମ — A name of males.