ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା
ଦେଖଣା
ସଦାନନ୍ଦ କବିସୂର୍ଯ୍ୟ ବ୍ରହ୍ମା
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]୧୮ଶ ଶତାବ୍ଦୀର ଶେଷ ଭାଗର ଗଡ଼— ଜାତ ନୂଆଗଡ଼ର ଜନୈକ ବ୍ରାହ୍ମଣ ବୈଷ୍ଣବ କବି — A Brahmaṇa and B&aline;i̱shṇaba poet of Nayāgaṟḍ̠a state of ୧୮th century A. D.
[ଦ୍ରଷ୍ଟବ୍ୟ —ଏ 'ନାମଚିନ୍ତାମଣି', 'ପ୍ରେମପଞ୍ଚାମୃତ' ଓ 'ପ୍ରେମଲହରୀ' ପ୍ରଭୃତି ଗ୍ରନ୍ଥର ପ୍ରଣେତା—ଜଗବନ୍ଧୁ. ପ୍ରାଚୀନ ଉତ୍କଳ]