ସଦାନର୍ତ୍ତ
ଖଞ୍ଜନପକ୍ଷୀ; କଜଳପାତି ଚଢ଼େଇ —The blue wagtail (bird)
(ସଦାନର୍ତ୍ତା—ସ୍ତ୍ରୀ)
ସର୍ବଦା ନୃତ୍ୟକାରୀ —Constantly dancing.