ସଦାନୀରା
ଦେଖଣା
ସଦାନୀରା
ଉଚ୍ଚାରଣ
[ସମ୍ପାଦନା](ସଦାନୀରବହା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ସଦା=ସର୍ବଦା+ନୀର=ଜନ ଯହିଁରେ)
[ସମ୍ପାଦନା]ବଙ୍ଗ ଦେଶର କରତୋୟା ନଦୀ; କରତୋୟା (ଦେଖ) - — Karatoyā (See)
[ଦ୍ରଷ୍ଟବ୍ୟ —ପୁରାଣ ମତରେ ସବୁ ନଦୀ ଶ୍ରାବଣ ମାସରେ ରଜସ୍ୱଳା ହୁଅନ୍ତି; କିନ୍ତୁ ଏ ନଦୀ ରଜସ୍ୱଳା ହୁଏ ନାହିଁ]