Jump to content

ସଦାପୁଷ୍ପ

ଉଇକିଅଭିଧାନ‌ରୁ

ସଦାପୁଷ୍ପ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବହୁବ୍ରୀହି; ସଦା=ସବୁ ଋତୁରେ ପୁଷ୍ପ ଫୁଟେ ଯାହାର; ସର୍ବଦା ପୁଷ୍ପଯୁକ୍ତ)

[ସମ୍ପାଦନା]
୧. ନାରୀକେଳ ବୃକ୍ଷ; ନଡ଼ିଆଗଛ —୧. Cocoanut tree.
୨. ଧଳା ଅର୍କ ଗଛ —୨. The white variety of Calotropis Gigantea plant.
(ସଦାପୁଷ୍ପା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ -

[ସମ୍ପାଦନା]

ସର୍ବଦା ପୁଷ୍ପଯୁକ୍ତ (ବୃକ୍ଷଲତାଦି); ସବୁ ଋତୁରେ ଯହିଁରେ ଫୁଲ ଫୁଟେ —Flowering in all the seasons of the year.