Jump to content

ସଦାଫଳ

ଉଇକିଅଭିଧାନ‌ରୁ

ସଦାଫଳ

ଉଚ୍ଚାରଣ

[ସମ୍ପାଦନା]
(ସଦାଫଳା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁ (ବହୁବ୍ରୀହି; ସଦା=ସବୁ ଋତୁରେ ଫଳ ହୁଏ ଯାହାର)

[ସମ୍ପାଦନା]

ସବୁ ଋତୁରେ ଫଳ ଧରିବା (ବୃକ୍ଷ) —(Tree) Bearing fruit in all seasons.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ନାରୀକେଳ; ନଡ଼ିଆ (ମେଦିନୀ) —୧. Cocoanut.
୨. ଉଡ଼ୁମ୍ୱର (ମେଦିନୀ) —୨. Fig.
୩. ବିଲ୍ୱ; ତେଲ (ଜଟାଧାରୀ) — ୩. Marmalos fruit and tree.



ସଦାଫଳ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ସଦାଫଳ+ଆ)

[ସମ୍ପାଦନା]
୧. ତ୍ରିସନ୍ଧିପୁଷ୍ପ; ଏକ ପ୍ରକାର ବାଇଗଣ, ନାଇଜରି ବାଇଗଣ — ୧. A variety of brinjal; Solanum Melonga-variety Esculents.

[ଏହି ବାଇଗଣ ଲମ୍ୱା, ବଙ୍କା ଓ ନୀଳ ରକ୍ତବର୍ଣ୍ଣ ଏ ବାଇଗଣଗଛ ସବୁ ଋତୁରେ ଫଳେ ଏହି ତ୍ରିଦୋଷଘ୍ନୀ, ରକ୍ତ ପିତ୍ତ ପ୍ରସାଦନୀ; କଣ୍ଡା କଚ୍ଛ୍ୱହରୀ—ରାଜବଲ୍ଲଭ]

୨. ବୃହତୀ; ଭେଜି ବାଇଗଣ — ୨. Solanum Indicum.

ଅନୁବାଦ

[ସମ୍ପାଦନା]

ଅନ୍ୟ ସଂସ୍କୃତ ନାମ୍—ସାନ୍ଧ୍ୟକୁ—,ସୁମା, ସନ୍ଧିବଲ୍ଲୀ, ତ୍ରିସନ୍ଧ୍ୟକୁସୁମା, କାଣ୍ଡା, ସୁକୁମାରା, ସନ୍ଧିଜା'

୩. ଏକପ୍ରକାର ଫୁଲ — ୩. A kind of flower.

[ଦ୍ରଷ୍ଟବ୍ୟ —ଏହା ନାଲି, ଧଳା ଓ କଳା ଭେଦରେ ତିନି ପ୍ରକାର ବୈଦ୍ୟକମତରେ ଏହା ରୁଚିକାରକ ଏବଂ କଫ, କାଶ ଓ ତ୍ରିଦୋଷର ନାଶକ]