ସଦାବର୍ତ୍ତ
ଦେଖଣା
ସଦାବର୍ତ୍ତ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ସଦାବ୍ରତ)
[ସମ୍ପାଦନା]- ୧. ସର୍ବଦା ଦାନ — ୧. Constant bestowel of gifts.
- ୨. ଖଏରାତ୍ —୨. Giving of doles; charitable distribution of rice etc.
- ୩. ବଙ୍ଗାଳୀ, ଭିକାରୀ ଓ ବୈରାଗୀମାନଙ୍କୁ ଆଶ୍ରୟ, ଭୋଜନ ଓ ଦାନ ଦେବାରୂପେ ପୂଣ୍ୟ କର୍ମ —୩. Pious act of giving shelter, food and alms to the poor, the beggars and mendicants; charities.