ସଦାମୁନି
(ସଦାଯୋଗୀ—ଅନ୍ୟରୂପ)
ଯେଉଁ ଗୃହସ୍ଥ ସର୍ବଦା ମୁନିବୃତ୍ତି ଅବଲମ୍ୱନ କରନ୍ତି (ଅର୍ଥାତ୍ ମଦ୍ୟ ଓ ଆମିଷାଦି ଭକ୍ଷଣ ନ କରି, ବ୍ରହ୍ମଚର୍ଯ୍ୟ ଅବଲମ୍ୱନ କରନ୍ତି) —A householder who practises abstinence in food, drink and sexual matters; a householder practising continence.