Jump to content

ସଦାର

ଉଇକିଅଭିଧାନ‌ରୁ

ସଦାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ସଦାର୍ଥ ବହୁବ୍ରୀହି; ସ+ଦାରା=ପତ୍ନୀ)

[ସମ୍ପାଦନା]
୧. ସପତ୍ନୀକ —୧. Accompanied with or joined by one's wife.
୨. ଯାହାର ସ୍ତ୍ରୀ ଜୀବିତା — ୨. Having one's wife living.