Jump to content

ସଦାଳାପ

ଉଇକିଅଭିଧାନ‌ରୁ

ସଦାଳାପ

ଉଚ୍ଚାରଣ

[ସମ୍ପାଦନା]
(ସଦାଳାପୀ—ବିଶେଷଣ - ପୁଂ) (ସଦାଳାପିନୀ—ବିଶେଷଣ - ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (କର୍ମଧା; ସତ୍+ଆଳାପ)

[ସମ୍ପାଦନା]
୧. ଉତ୍ତମ ବା ଭଦ୍ର କଥାବାର୍ତ୍ତା —୧. Polite talk; friendly conversation.
୨. ସତକଥା (ଦେଖ) - — ୨. Sat-kathā. (See)