Jump to content

ସଦାଶିବ ମିଶ୍ର

ଉଇକିଅଭିଧାନ‌ରୁ

ସଦାଶିବ ମିଶ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବି—(ନାମ)

[ସମ୍ପାଦନା]

ପୁରୀ ଜିଲ୍ଲାର ଜନୈକ ସ୍ୱର୍ଗୀୟ କୁଳୀନ ବ୍ରାହ୍ମଣ ପଣ୍ଡିତ —Late Pandit Sadāṡiba Misra, Brahmin Pandit of Puri district.

[ଦ୍ରଷ୍ଟବ୍ୟ —ଓଡ଼ିଶାରେ, ବିଶେଷତଃ ରକ୍ଷଣଶୀଳ ବ୍ରାହ୍ମଣମାନଙ୍କ ମଧ୍ୟରେ ଇଂରାଜୀ ଶିକ୍ଷା ପ୍ରଚଳନ କାରାଇବା ପାଇଁ ଏ ବିଶେଷ ଯତ୍ନ କରି ଜିଲ୍ଲାର କର୍ତ୍ତୃପକ୍ଷମାନଙ୍କୁ ସବିଶେଷ ସାହାଯ୍ୟ କରିଥିଲେ ଏହାଙ୍କ ଚେଷ୍ଟାରେ ପୁରୀଜିଲ୍ଲାର ବ୍ରାହ୍ମଣମାନେ ଆଧୁନିକ ଶିକ୍ଷା ପ୍ରତି ଆଗ୍ରହାନ୍ୱିତ ହୋଇଥିଲେ]